ବିଞ୍ଝାରପୁର: ଯାଜିପୁର ଜ୍ୟୋତିର ସଂପାଦକ ମଧୁସୂଦନ ସାହୁଙ୍କର ସାହିତ୍ୟ ପ୍ରତି ଅବଦାନ ସମ୍ପର୍କରେ ରୁଦ୍ରପୁର ଗାଁରେ ସୂଚନା ଦେଲେ ସନ୍ଥ ସୁବୁଦ୍ଧି କୁମାର
ବିଶିଷ୍ଟ ସାହିତ୍ୟିକ ଯାଜିପୁର ଜ୍ୟୋତିର ସଂପାଦକ ମଧୁସୂଦନ ସାହୁଙ୍କର ସାହିତ୍ୟ ପ୍ରତି ଅବଦାନ ସମ୍ପର୍କରେ ରୁଦ୍ରପୁର ଗାଁରେ ସୂଚନା ଦେଲେ ସନ୍ଥ ସୁବୁଦ୍ଧି କୁମାର । ଆଜି ଯାଜପୁର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ରୁଦ୍ରପୁର ଗ୍ରାମରେ ସ୍ବର୍ଗତ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତି ଚାରଣ ସଭା ବିଶିଷ୍ଟ ଶିକ୍ଷାବିତ୍ ବେଣୁଧର ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।