Public App Logo
Jansamasya
National
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ଭୋଗରାଇ: ଗୋଛିଦାତେଘରି ଗ୍ରାମରୁ ନବଜାତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର ।

Bhograi, Balasore | Nov 7, 2025
ହଜିଗଲା ମାନବିକତା । ନବଜାତ ଶିଶୁ ପୁଅକୁ ଗଛରେ ଟାଙ୍ଗି ଫେରାର । ସମାଜରୁ ହଜି ଗଲାଣି ମାନବିକତା। ଦଶମାସ ଦଶଦିନ ଗର୍ଭରେ ଧରି ପିଲା ଜନ୍ମ କରିବା ପରେ ଅତି ନୃଶଂସ କାର୍ଯ୍ଯ କରିଛନ୍ତି। ଯାହାକୁ କେହିବି ସ୍ବୀକାର କରି ପାରୁ ନାହାନ୍ତି। ନବ ଜାତ ଶିଶୁକୁ ଏକ ବ୍ୟାଗରେ ପୁରାଇ ଗଛରେ ଟାଙ୍ଗି ଦେଇ ପଳାଇ ଯାଇଛନ୍ତି ଜନ୍ମ ଦାତା। ଆଉ ୫ଦିନ ପରେ ଗାଁଲୋକେ ମୃତ ପୁଅ ଟିକୁ ଉଦ୍ଧାର କରି ତାର ସତ୍କାର କରିଛନ୍ତି। ଏଭଳି ଏକ ଅବାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇର ଗୋଛିଦାତେଘରି ପଞ୍ଚାୟତ ଅଧିନ ସେହି ଗାଁରେ।

MORE NEWS