ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ଖେଳ ପଡ଼ିଆରେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର
Bhubaneswar M Corp, Khordha | Sep 7, 2025
ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ଖେଳ ପଡିଆରେ ଯୁବକ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର | ଆଜି 4.32ରେ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା...