ଧର୍ମଶାଳା: କାଏମା ଫିଲିଙ୍ଗ ଷ୍ଟେସନରେ ଆୟୋଜିତ ବିଶ୍ଵକର୍ମା ପୂଜାରେ ଯୋଗଦେଲେ ବିଧାୟକ ହିମାଂଶୁ
ଆଜି ପବିତ୍ର ବିଶ୍ଵକର୍ମା ପୂଜା ଉପଲକ୍ଷେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ କାଏମା ଗ୍ରାମପଞ୍ଚାୟତ ସ୍ଥିତ ମାମାଲି ଫିଲିଙ୍ଗ ଷ୍ଟେସନରେ ଆୟୋଜିତ ପୂଜା ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦାନ କରି ଶୃଷ୍ଟି କର୍ତ୍ତା ବିଶ୍ଵକର୍ମାଙ୍କ ଦର୍ସନ କରି ଆଶ୍ରିବାଦ କାମନା କରିଥିବା ବୁଧବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଥିଲା ।।