Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

କଣ୍ଟାମାଳ: ମନମୁଣ୍ଡା ଥାନା ଅଧିକାରୀ ଙ୍କ ବଦଳି ଦକ୍ଷିଣାଞ୍ଚଳ ରେଞ୍ଜ କାର୍ଯ୍ୟଳୟ ପକ୍ଷରୁ ହୋଇଛି ଏହି ବଦଳି

ବଦଳିଲେ ମନମୁଣ୍ଡା ଥାନା ଅଧିକାରୀ ଓଡିଶା ପୋଲିସ ଦକ୍ଷିଣାଞ୍ଚଳ ରେଞ୍ଜ କାର୍ଯ୍ୟଳୟ ପକ୍ଷରୁ ଗତକାଲି ରାତି ଏକ ଚିଠି କରାଯାଇଛି I ଯେଉଁଥିରେ 3ଜଣ ପୋଲିସ ଅଧିକାରୀ ଙ୍କ ଅଦଳ ବଦଳ କରାଯାଇଛି I ତେବେ ଉକ୍ତ ଚିଠିରେ ମନମୁଣ୍ଡା ଥାନା ଅଧିକାରୀ ପୁଷ୍ପାଞ୍ଚଳ ବିଶ୍ୱାଳ ଙ୍କୁ ବଦଳି କରାଯାଇଛି I ସେହିପରି ମନମୁଣ୍ଡା ଥାନାରେ ଥିବା ASI ପୁଷ୍ପାଞ୍ଜଳି ମିଶ୍ର ଙ୍କୁ ବୌଦ୍ଧ ଥାନା କୁ ବଦଳି କରାଯାଇଥିବା ନେଇ ଆଜି ଦିନ 10ଘଣ୍ଟା ସମୟ ରେ ଜଣାପଡିଛି I

MORE NEWS