ଧରାକୋଟ: ଅପହରଣ ଯୁବତୀ ଙ୍କୁ ଉଧାରକରୀ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ଧରାକୋଟ ପୋଲିସ
ଅପହରଣ ଝିଅକୁ ଫେରିପାଇଲା ପରିବାର l ପରିବାର ରେ ଖେଳିଗଲା ଖୁସିର ଲହରୀ l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳରେ l ସୂଚନା ଅନୁସାରେ କିଛି ଦିନପୂର୍ବରୁ ଅଞ୍ଚଳର ଜଣେ ଯୁବତୀ ଙ୍କୁ ପହରଣ କରାଯାଇଥିବା ନେଇ ପରିବାର ଲୋକେ ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତିକରି ପୋଲିସ ତଦନ୍ତ ଚଳାଇବା ସହ ବିଭିନ୍ନ ସ୍ଥାନରେ ଚଢାଉକରୀ ଯୁବତୀ ଙ୍କୁ ଉଧାର କରି ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି l