କେନ୍ଦୁଝର ସହର: ପାଟଣା ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କେନ୍ଦୁଝର ଜିଲ୍ଲାର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ସପଥ ପାଠ ସମାରୋହ
ଆଜି ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କେନ୍ଦୁଝର ଜିଲ୍ଲାର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଶପଥ ପାଠ ସମାରୋହ ମହା ଆଡମ୍ବର ସହକାରେ ରାଜ୍ୟ ପ୍ରତିନିଧି ଶ୍ରୀ ବିଜୟ କୁମାର ନାୟକ ଉପସ୍ଥିତିରେ ସଭାପତି ଅତୁଲ କୁମାର ବଳଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ମାନ୍ୟବର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଶ୍ରୀ କମଳା କାନ୍ତ ଦାଶ ପାଟଣା ବି ଇ ଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଅବସପ୍ରାପ୍ତ ଏ ବି ଇ ଓ ବିଜୟ କୁମାର ଓଝା ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବାରିକ ଉପସ୍ଥିତ ଥିଲେ।