ଦୀର୍ଘ ଦୁଇ ବର୍ଷ ପରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ରେ ପହଂଚି ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିଛନ୍ତି l ତେବେ ପୂର୍ବ ଦିନ ରୁ ହିଁ ସାଂସଦ ଶ୍ରୀ ଉଲ୍ଲାକା ଙ୍କ ଉନ୍ନୟନ କାର୍ଯ୍ଯ ସମୀକ୍ଷା ନେଇ ଉଭୟ ସରକାରୀ କର୍ମ ଚାରି ଓ ପଞ୍ଚାୟତ ଲୋକ ପ୍ରତିନିଧି ଙ୍କ ମଧ୍ୟ ରେ ଗୋଟିଏ ପ୍ରକାର ଉତ୍ସାହ ଦେଖା ଦେଇଥିବା ବେଳେ ସାଂସଦ ଶ୍ରୀ ଉଲ୍ଳକା ଙ୍କ ବିଳମ୍ବ ରେ ବ୍ଲକ୍ କାର୍ଯ୍ୟାଳୟ ରେ ପହଂଚିବା ନେଇ ଲୋକ ପ୍ରତିନିଧି ଙ୍କ ଉପସ୍ଥିତି ହ୍ରାସ ହୋଇ ଥିଲା l