ଭଟଲି: ଭଟଲୀ ରୁ କୁଇସିରା ରାସ୍ତାର ମାଁ ବାଉତି ମନ୍ଦିର ନିକଟସ୍ଥ ରାସ୍ତାରେ 2 ବାଇକ ମୁହାଁମୁହିଁ, 2 ଆହତ , ଜଣକୁ ବରଗଡ ମୁଖ୍ଯ ହସ୍ପିଟାଲ କୁ ପଠାଗଲା
Bhatli, Bargarh (Baragarh) | Aug 25, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ରୁ କୁଇସିରା ରାସ୍ତାରେ ମାଁ ବାଊତି ମନ୍ଦିର ନିକଟସ୍ଥ ରାସ୍ତାରେ ଆଜି 9 AM ରେ 2 ବାଇକ ମୁହାଁମୁହିଁ ହେବା ଫଲରେ...