ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର, ସୂଚନା
ବନ୍ଦ ରହିଛି ହୀରାକୁଦ ଡ୍ୟାମର ସମସ୍ତ ଗେଟ l ଆଜି ସକାଳ 6ଟା ସୁଦ୍ଧା ଜଳ ସ୍ତର 629.95ଫୁଟ ଜଳସ୍ତର ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଳ ଭଣ୍ଡାରକୁ 36ହଜାର 625କୁସେକ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାର ରୁ 36ହଜାର 625କୁସେକ ବନ୍ୟା ଜଳ ନିଷ୍କାସନ ହେଉଥିବା ସୂଚନା ମିଳିଛି l