ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜର କିଛି ସମସ୍ୟା ନେଇ ଛାତ୍ର ମାନେ ହେଲେ ସମ୍ବଲପୁର ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ
ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜର କିଛି ସମସ୍ୟା ନେଇ ଆଜି ଦିନପ୍ରାୟ 1 ଟା ସମୟରେ କିଛି ଛାତ୍ର ହେଲେ ସମ୍ବଲପୁର ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ l ଏହାର ସମାଧାନ ପାଇଁ ଛାତ୍ରମାନେ ବାରମ୍ଭାର ପ୍ରଶାସନର ଦ୍ୱାରସ୍ତ ହେଇଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସେହି ସମସ୍ୟା ର ସମାଧାନ ହେଇ ପାରୁନାହିଁ l କଲେଜ ଦେଇ ଆମ ବସ୍ ସେବା ଏପର୍ଯ୍ୟନ୍ତ ହେଇ ପାରୁନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ଯାତାୟତରେ ବହୁ ଅସୁବିଧା ଦେଖାଯାଉଛି । ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ମାନେ ଆସି ପାଠ ପଢୁଥିବା ବେଳେ ହଷ୍ଟେଲର ସୁବିଧା ମଧ୍ୟ ନାହିଁ । ତୁରନ୍ତ ହଷ୍ଟେଲ କାମ ଶେଷ କରିବା ସହ ଏହାକୁ କାର୍ଯ୍ୟକ୍ଷମ