ମୋହନା: ଚାପଡ଼ପଙ୍କା ଗାଁ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଟିପିଏସଓଡିଏଲ ଭ୍ୟାନ୍, ୫ ଆହତ ଓ ୪ ଗୁରୁତର
Mohana, Gajapati | Aug 4, 2025
ଆଜି ଅପରାହ୍ନ ଚାରିଟା ସମୟରେ ଭାରସାମ୍ୟ ହରାଇ ଓଲଟିଲା TPSODL ଭ୍ୟାନ୍,୫ଆହତ ୪ ଗୁରୁତର l ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାପଡ଼ପଙ୍କା...