ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଅବକାରୀ ବିଭାଗ ଦ୍ୱାରା ବୁର୍ଲା ପ୍ଲାନେଟରିଅମ, ଗୋଲ ଗୁଣ୍ଡା ରୁ କଫ ସିରଫ ଜବତ, 3 ଗିରଫ
Sambalpur M, Sambalpur | Aug 8, 2025
ସମ୍ବଲପୁର ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା l ବୁର୍ଲା ଅଞ୍ଚଳ ରେ ଦୁଇଟି ସ୍ଥାନରେ ଚଢାଉ କରି 400 ବୋତଲ ନିଶା କଫ ସିରଫ ଜବତ କରିବା ସହ 3...