ବୀର ବିର୍ସାମୁଣ୍ଡା ଚେରିଟେବୁଲ ଟ୍ରଷ୍ଟ, ହୀରାକୁଦ ଦ୍ୱାରା ଆୟୋଜିତ “ଚତୁର୍ଥ ତମ ବୀର ବିର୍ସାମୁଣ୍ଡା କପ ୨୦୨୫” ଦ୍ବିଦିବସୀୟ ଫୁଟବଲ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ଯୋଗଦେଇଥିଲେ l ଫୁଟବଲ ପ୍ରତି ଯୁବପିଢିର ଉତ୍ସାହ, ଶିଷ୍ଟାଚାର ଓ ଦୃଢ ସଂକଳ୍ପ ଏପରି କ୍ରୀଡା ଆୟୋଜନ ମାଧ୍ୟମରେ ଆହୁରି ପ୍ରବଳ ହୁଏ। ହୀରାକୁଦ ସୁବାସ ମୈଦାନର ଉତ୍ସାହମୟ ପରିବେଶରେ ଆୟୋଜିତ ଏହି ଟୁର୍ନାମେଣ୍ଟରେ ଶକ୍ତି ଇଲେଭେନ ଟିମ ରନର୍ସ ଭ ଓ ବୀର ବିର୍ସାମୁଣ୍ଡା ଫୁଟବଲ ଟିମ ବିଜେତା ହେଇଥିଲା ଏ ନେଇ ଆଜି ରାତି 8ଟାରେ ସୂଚନା ମିଳିଛି l