ତମାଣ୍ଡୋ: ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରେ ଏକ କୋରିୟର ସଂସ୍ଥାରୁ ସସସ୍ତ୍ର ଡକାୟତ, ଥାନାରେ ଅଭିଯୋଗ ପରେ ପୋଲିସର ଛାନବିନ
Tamando, Khordha | Aug 19, 2024
ରାଜଧାନୀରୁ ବଡ଼ଧରଣ ଡକାୟତି ହୋଇଛି । ଏକ କୋରିଅର ସଂସ୍ଥାରୁ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଦୁଇ...