କଟକ ପୌରାଞ୍ଚଳ: ଗଣେଶ ଘାଟ ନିକଟ ହୋଟେଲ ସାମନାରେ ବେପରୁଆ କାର ଚାଳକ ଘଟେଇଲେ ସିରିଜ ଦୁର୍ଘଟଣା, ଜଣେ ଗୁରୁତର, କାର ଚାଳକ ଆହତ
Cuttack M Corp PS, Cuttack | Sep 13, 2025
କଟକ ଗଣେଷ ଘାଟ ନିକଟ ହୋଟେଲ ସାମନାରେ ବେପରୁଆ କାର ଚାଳକ ଘଟେ଼ଇଲେ ସିରିଜ୍ ଦୁର୍ଘଟଣା। ଜଣେ ବ୍ୟକ୍ତିକୁ ପିଟିବାରୁ ସେ ଗୁରୁତର ହୋଇଥିବା ବେଳେ...