ଭୋଗରାଇ: ନିମ୍ନ ମାନର ସାମଗ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତି ନେଇ କାନ୍ଥିଭଉଁରୀ ରେ ଗାଡୁଆଲ କାମକୁ ଗାଁ ଲୋକଙ୍କ ତୀବ୍ର ବିରୋଧ ,କାର୍ଯ୍ୟ ବନ୍ଦ
ଗାଡୁଆଲ କାମକୁ ଗାଁ ଲୋକଙ୍କ ତୀବ୍ର ବିରୋଧ । କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତ ଯୋଗୁଁ କାମ ବନ୍ଦ । ଲୋକମାନଙ୍କର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରୁଛନ୍ତି । ମାତ୍ର ଭୋଗରାଇ ବ୍ଲକର କାନ୍ଥିଭଉଁରୀ ପଞ୍ଚାୟତ ଅଧୀନ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଗାଡୁଆଲ ନିର୍ମାଣ ଓ ବିଭାଗୀୟ ଅଧିକାରୀ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତକୁ ନେଇ ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ ଯୋଗୁଁ କାର୍ଯ୍ୟ ବନ୍ଦ କରାଯାଇଛି।