ନବରଙ୍ଗପୁର ପୋଲିସ ଷ୍ଟେସନ: ମକର ନାୟକ ହତ୍ୟାକାରୀ ଙ୍କୁ ଗିରଫ ଦାବୀ ରେ ଚନ୍ଦାହାଣ୍ଡି ଥାନା ଘେରାଉ କଲେ
ଫୁଣ୍ଡେଲପଡା ଗ୍ରାମବାସୀ
ମକର ନାୟକ ହତ୍ୟାକାରୀ ଙ୍କୁ ଗିରଫ ଦାବୀ ରେ ଚନ୍ଦାହାଣ୍ଡି ଥାନା ଘେରାଉ କଲେ ଫୁଣ୍ଡେଲପଡା ଗ୍ରାମବାସୀ. ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫୁଣ୍ଡେଲପଡା ଗ୍ରାମର ମକର ନାୟକ ହତ୍ୟା କାଣ୍ଡ ରେ ପୋଲିସର ନିରବତାକୁ ନେଇ ଆଜି ଶତାଧିକ ଜନସାଧାରଣ ଚନ୍ଦାହାଣ୍ଡି ଥାନା ଘେରାଉ କରିଥିଲେ । ଚନ୍ଦାହାଣ୍ଡି ଥାନା ଆଗରେ ଟେଣ୍ଡ ପକାଇ ଧାରଣା ରେ ବସିବା ସହ ମକର ନାୟକ ହତ୍ୟା କାରୀ ଙ୍କୁ ଶୀଘ୍ର ଗିରଫ କରିବା ଦାବୀ କରିଥିଲେ।