ଗୋବିନ୍ଦପୁର: ଗୋବିନ୍ଦପୁର ହାଇସ୍କୁଲ ପଡ଼ାରେ ଗଜଲକ୍ଷ୍ମୀ ପୂଜା କମିଟି ର ବୈଠକ ଅନୁଷ୍ଠିତ
ଚଳିତ ବର୍ଷ ହାଇସ୍କୂଲ ପଡ଼ା ରେ ଗଜଲକ୍ଷ୍ମୀ ପୂଜା ପାଳନ କୁ ନିଜ କମିଟି ପକ୍ଷରୁ ରବିବାର ସନ୍ଧ୍ୟା ୭ ଟା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପୂଜା କୁ ଯାକ ଜମକ ସହ ପାଳନ କରିବା କୁ ନେଇ ଉକ୍ତ ବୈଠକ ରେ ଆଲୋଚନା ହୋଇଥିଲା। ପରେ ପୂଜା ପରିଚାଳନା ପାଇଁ ଏକ ନୂତନ କମିଟି ଅନୁଷ୍ଠିତ ହୋଇଥିଲା।