ଗାଇସିଲେଟ୍: କଟାବାହାଲ ନେତାଜୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉପ ମଣ୍ଡଳ ସ୍ଵରୀୟ ଭାରତୀୟ ଡାକ ମେଳା ସଚେତନତା ଶିବିର ଅନୁଷ୍ଠିତ
ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ନେତାଜୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉପ ମଣ୍ଡଳ ସ୍ଵରୀୟ ଭାରତୀୟ ଡାକ ମେଳା ସଚେତନତା ଶିବିର ଶୁକ୍ରବାର ଅପରାହ୍ନ ୪ଟା ପାଖାପାଖି ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟାବାହାଲ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ଉଭୟ ପୁରୁଷ ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥ୍ ଭାବରେ କଟାବାହାଲ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ ।