ନର୍ଲା: ରାତିରେ ଦନ୍ତା ହାତୀ ବୁଲୁଥିବା ନେଇ ଜୟନ୍ତୀନଗରପଡ଼ା, ତଳସାଗରପଡ଼ା ଓ ଚନ୍ଦନପଡ଼ା ସମେତ ବିଭିନ୍ନ ଗ୍ରାମକୁ ଯାଇ ସଚେତନ କଲା ବନ ବିଭାଗ
Narala, Kalahandi | Aug 22, 2025
ଗତ ବୁଧବାର ଦିନ ବିଳମ୍ବିତ ରାତିରେ ଜନବସତି ମୁହାଁ ହୋଇ ହାତୀଟି ତଳସାଗରପଡ଼ା ଜଣେ ଯୁବକଙ୍କୁ ଗୁରୁତର ଭାବରେ ଆହତ କରିଛି।ଉକ୍ତ ଯୁବକ ...