ରାଜଗାଙ୍ଗପୁର: ବିରଙ୍ଗାଟୋଲି ନିକଟରେ ଦୁଇ ଗୋ ଚାଲାଣକାରୀ କୁ ଧରି ପୋଲିସ ରେ ଜିମା ଦେଲେ ଗ୍ରାମବାସୀ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଠାରୁ କୁତ୍ରା ପଟକୁ ଗୋ ଚାଲାଣ କରୁଥିବା ଦୁଇ ଗୋ ଚାଲାଣକାରୀ କୁ ଧରି ସ୍ଥାନୀୟ ଗ୍ରାମବାସୀ ମାନେ କୁତ୍ରା ପୋଲିସ କୁ ଜିମା ଦେଇଛନ୍ତି। କୁତ୍ରା ପୋଲିସ ଉଭୟ ଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇଥିବା ସୂଚନା ମିଳିଛି।