Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी

ପଦ୍ମପୁର: ଡିସେମ୍ବର ୫ରେ ଆନ୍ଦୋଳନ ପାଇଁ ପାଇକମାଳ ପ୍ରାଥମିକ ଶିକ୍ଷକ ସଂଘ ର ଆଭାସୀ ମାଧ୍ୟମରେ ପ୍ରସ୍ତୁତି ବୈଠକ

ପ୍ରାଥମିକ ଶିକ୍ଷକ ଙ୍କ ମୂଳ ପଦବୀ ଅପଗ୍ରେଡ଼ କରି ଅବିକଳ କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ ଓ ପ୍ରାଥମିକ ଶିକ୍ଷକ ଙ୍କ ଠିକା ନିଯୁକ୍ତି ଉଛେଦ ସହ ଠିକା କାଳ କୁ ମୂଳ ଚାକରି ରେ ଯୋଗ କରି ନେସନାଲ ଇନକ୍ରିମେଣ୍ଟ ପ୍ରଦାନ ଏହି ଦୁଇ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ଏନପିଏସ ପ୍ରାଥମିକ ଶିକ୍ଷକ ମହାସଂଘ । ଏ ନେଇ ଆଜି 5ଟା 30 ମିନିଟ ସମୟ ପାଖା ପାଖି ରେ ପାଇକମାଳ ବ୍ଲକ ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଭାସୀ ମାଧ୍ୟମରେ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

MORE NEWS