ଝାରସୁଗୁଡା ଜିଲ୍ଲା ଭିକମପାଲି ପାଖରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ପରେ ବନ ବିଭାଗ ଲୋକଙ୍କୁ କଲା ସଚେତନ l ଆଜି ସନ୍ଧ୍ୟା ୭ ଟା ରୁ ରାତି ୧୧ ଟା ୩୦ ଯାଏଁ ବେଲପାହାଡ ରେଞ୍ଜ ର ବିଭିନ୍ନ ଗାଁ ରେ ବୁଲି ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି l ରାତିରେ ଘରୁ ନବାହାରିବା, ଜଙ୍ଗଲ ପଟକୁ ନଯିବା ଏବଂ ହାତୀ ଦେଖିଲେ ବନ ବିଭାଗ କୁ ଖବର ଦେବା ପାଇଁ ଲୋକଙ୍କୁ ସଚେତନ କରିଛି ବନ ବିଭାଗ