ରାଉରକେଲା ମ୍ୟୁନିସିପାଲଟି: ଦିଲ୍ଲୀରେ ବିଷ୍ଫୋରଣ ପରେ ଓଡିଶାରେ ହାଇ ଆଲର୍ଟ, ରାଉରକେଲାର ବିଭିନ୍ନ ହୋଟେଲରେ ଜାଞ୍ଚ୍ କଲେ ଏସପି
ଦିଲ୍ଲୀରେ ବିଷ୍ଫୋରଣ ପରେ ଦେଶବ୍ୟାପୀ ହାଇ ଆଲର୍ଟ ଜାରି କରାଯାଇଛି। ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ସଂନ୍ଧ୍ଯାରେ ରାଉରକେଲା ଏସପି ବିଭିନ୍ନ ଥାନା ଅଞ୍ଚଳରେ ଥିବା ହୋଟେଲ ଗୁଡିକରେ ପହଞ୍ଚି ଜାଞ୍ଚ୍ କରିଥିବା ଦେଖିବାକୁ ମିଳିଛି।