୮ ଜାନୁଆରୀ ୨୦୨୬ ମସିହା ମଧ୍ୟାହ୍ନ ୧୨ଟା ୩୦ମିନିଟରେ ରାଉରକେଲା ମୁନିସିପାଲ କର୍ପୋରେସନ ଠାରେ ଶହ ଶହ ଉଠାଦୋକାନୀ ରୁଣ୍ଡ ହୋଇ ପ୍ରତିବାଦ କରିଛନ୍ତି, ବିଭିନ୍ନ ସ୍ଥାନର ଦୋକାନୀମାନେ କହିଛନ୍ତି, ସେମାନେ ଦୀର୍ଘ ବର୍ଷ ଧରି ରାଉରକେଲାର ବିଭିନ୍ନ ସ୍ଥାନରେ ବ୍ୟବସାୟ କରିଆସୁଛନ୍ତି, RMC ତରଫରୁ ଋଣ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଇଛି, ଏପରି ସ୍ଥଳେ ସେମାନଙ୍କ ଦୋ