ଦେବଗଡ: ବିର୍ସାମୁଣ୍ଡା ଛକ ନିକଟ ରାଂଚି – ବିଜୟୱାଡା ରାସ୍ତାରେ ବାଇକ ଦୁର୍ଘଟଣାରେ ଜେଏନଭି କର୍ମଚାରୀ ଗୁରୁତର
Debagarh, Debagarh (Deogarh) | Sep 11, 2025
ଦେବଗଡ ସହର ବିର୍ସାମୁଣ୍ଡା ଛକ ନିକଟ ରାଂଚି – ବିଜୟୱାଡା ରାସ୍ତାରେ ଆଜି ସନ୍ଧ୍ୟା ପ୍ରାୟ ୫ ଟାରେ ବାଇକ ଦୁର୍ଘଟଣାରେ ସ୍ଥାନୀୟ ପିଏମଶ୍ରୀ ଜବାହର...