ତେଲକୋଇ: ଉଦୟଗିରି, ଶ୍ରୀଧରତୁର ଗାଁ ଅଞ୍ଚଳ ରେ ପଲୁଆ ହାତୀଙ୍କ
ତାଣ୍ଡବ ,ହାତୀଙ୍କୁ କଡ଼ା ନଜର ବନବିଭାର
କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଉଦୟଗିରି, ଶ୍ରୀଧର ପୁର ଗାଁରେ ହାତୀ ଉତ୍ପାତ। ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ I ହାତୀକୁ ନଜର ରଖିଛି ତେଲକୋଇ ବନବିଭାଗ । ଶନିବାର ୧୧.୫୦ ମି. ସମୟର ସୂଚନା ।