ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ୍ ଖମାର ଠାରେ ଅୟୋଜିତ ହୋଇଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ଯାତ୍ରା ରେ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯେପରି ଖଣ୍ଡ ବିଖଣ୍ଡିତ ଭାରତ କୁ ଏକତା ରୁଜୁ ରେ ବାନ୍ଧି ରଖିଥିଲେ ସେପରି ଆମେ ସମସ୍ତେ ଏକତା ରୁଜୁ ରେ ବାନ୍ଧି ହୋଇରହିବାକୁ ବାର୍ତ୍ତା ଦେଲେ ପାଳଲହଡା ବିଧାୟକ ଅଶୋକ ମହାନ୍ତି।