ମନମୁଣ୍ଡା. ଅବକାରୀ ବିଭାଗର ଦୁଇ ପୃଥକ ସ୍ଥାନରେ ଚଢ଼ାଉ ମହୁଲ ପୋଚ ନଷ୍ଟ ଦେଶୀ ମଦ ଜବତ ମନମୁଣ୍ଡା ଥାନା ଯୋଗିନ୍ଦ୍ରପୁର ଗ୍ରାମରେ ବେଆଇନ ଦେଶୀ ମଦ ବିକ୍ରି ନେଇ ଖବର ପାଇ ଏକ ଟିମ ଛଡାଉ କରିଥିଲା I ଘଟଣା ସ୍ଥଳରୁ 10ଲିଟର ମଦ ଜବତ କରିଥିଲା ଠିକ. ସେହି ଭଳି ବାଗଡିଆ ଜଙ୍ଗଲ ରେ ଚଢ଼ାଉ କରି ଦେଶୀ ମଦ ରନ୍ଧା ଅଡ୍ଡା ରେ ଚଢ଼ାଉ କରି 350kg ମହୁଲ ପୋଚ ନଷ୍ଟ କରିଛି I 2ଟୀ ମାମଲା ରୁଜୁ ତଦନ୍ତ I