ରାୟଗଡା: ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ମୋବାଇଲ ଲାଇଟରେ ରୋଗୀଙ୍କ ଚିକିତ୍ସା କଲେ ଡାକ୍ତର
Rayagada, Rayagada | Aug 22, 2025
ରାୟଗଡା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ମୋବାଇଲ ଲାଇଟ ମାରି ରୋଗୀ ପରୀକ୍ଷା କଲେ ଡାକ୍ତର। ଶୁକ୍ରବାର ପୂର୍ବାହ୍ନରେ ଏଭଳି ଘଟଣା ଦେଖିବାକୁ...