ନୂଆଗାଁ ବ୍ଲକର ପୁରୁଣାପାଣି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦନା ରାଣୀ ପଟେଲଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିଲା।ଏଥିରେ ମୁଖ୍ୟଅତିଥିଭାବେ ନୂଆଗାଁ ଜିଲ୍ଲା ପରିଷଦ 'କ' ସଭ୍ୟା ଜ୍ୟୋତି ଦଳରସା ଟେଟେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ନୂଆଗାଁ ବିଇଓ ସାଲଗିମନି ଟୁଡୁ,ଜାହାଡିଟୋଲି ଗ୍ରାମପଞ୍ଚାୟତ ସରପଞ୍ଚ ନାନାକି କୁଜୁର,ପୂର୍ବତନ ଏସଆଇ ଗୋଲାପ ଚନ୍ଦ୍ର ପଟେଲ ପ୍ରମ