ଅନୁଗୋଳ: ସରୋଜିନୀ ମେଡ଼ିକାଲ ଦୁଇଟି ନବଜାତ ଶିଶୁକୁ ମାରି ଦେଇଥିବା ଅଭିଯୋଗ କରି ସଦର ଥାନା ଠାରେ ପ୍ରତିକ୍ରିୟା ରଖିଲେ ଜିତେନ୍ ନାୟକ
Anugul, Angul | Oct 22, 2025 ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ମୟୁରକାଛେଣି ଗ୍ରାମର ଜିତେନ୍ କୁମାର ନାୟକ ଆଜି ଅନୁଗୋଳ ସଦର ଥାନରେ ଅଭିଯୋଗ କରିଛନ୍ତି କି ଗତ ୧୯ ତାରିଖ ଅପରାହ୍ନ ଚାରିଟା ବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବାରୁ ପେଟ ଯନ୍ତ୍ରଣା ହେଲା। ତେଣୁ ଜିତେନ କରଡାଗାଡିଆରେ ଥିବା ସରୋଜିନୀ ହସ୍ପିଟାଲରେ ଡାକ୍ତରଙ୍କୁ ଗର୍ଭବତୀ ଥିବା ବେଳେ ପ୍ରଥମରୁ ଚିକିତ୍ସା କରୁଥିଲେ। ତେଣୁ ଏକ କାର ଯୋଗେ ଭଡ଼ା କରି ସରୋଜିନୀ ମେଡିକାଲ ରେ ଭର୍ତ୍ତି କରିଥିଲେ। ମେଡିକାଲରେ ସବୁ ଠିକ୍ ଅଛି ଦୁଇଦିନ ଚିକିତ୍ସା କରିବାକୁ ହେବ। ଏନେଇ ଜୀତେନ୍ ମେଡ଼ିକାଲରେ ଆଡ଼ମିଶନ କଲେ। ତେଣୁ ଦୁଇ ଦିନ ଧରି ପେଟ ବାରମ୍ବାର ଯନ୍ତ୍ର