ପେରେଣ୍ଟସ ପ୍ରାଇଡ ପବ୍ଲିକ ସ୍କୁଲରେ ଏବଂ ସହର ର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିଶୁ ଦିବସ ପାଳିତ. ସହର ସ୍ଥିତ ପେରେଣ୍ଟସ ପ୍ରାଇଡ, ଟେକ୍ନୋ ଗୁରୁକୁଲ, ୟୁନିକ ପବ୍ଲିକ ସ୍କୁଲ, ମଦର ଟେରେସା ପବ୍ଲିକ ସ୍କୁଲ ଗୁଡିକରେ ଶିଶୁ ଦିବସ ମହା ଦମ୍ବର ରେ ପାକିତ ହେଇଯାଇଛି ଏହି ଅବସର ରେ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ପ୍ରତିଯୋଗିତା ଏବଂ ରଙ୍ଗରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା, ଶୁକ୍ରବାର ଦିନ 11 ର୍ଟରେ ଥିଓଡର ପବ୍ଲିକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ଅଧକାରୀ ଶ୍ରୀ ଘାସିଆ ହରିଜନ ଯୋଗଦେଈଥିଲେ