ପରଜଙ୍ଗ: ଗତରେଇ ଗାଁରେ ହାଟ ବିବାଦକୁ ନେଇ ଶନିବାର ୩ଟାରେ ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଡ଼ିଓ ତହସିଲଦାର
ଗତରେଇ ଗାଁରେ ହାଟ ବିବାଦକୁ ନେଇ ଶନିବାର ୩ଟାରେ ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଡ଼ିଓ ତହସିଲଦାର ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଗତରେଇ ଗାଁରେ ହାଟ ବିବାଦକୁ ନେଇ ଶନିବାର ଗାଁରେ ବସିଥିଲା ବୈଠକ ଏଠାରେ କଙ୍କଡାହାଡ଼ ବିଡ଼ିଓ ଯଶୋବନ୍ତ ଦେହୁରୀ, ତହସିଲଦାର ସୌଦାମିନୀ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।