Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

କୋରାପୁଟ ସହର: କୋରାପୁଟ ସହର. କୋରାପୁଟ ସଦର ପୋଡ଼ାଗଡ ଜୟଲୁମ ଗିର୍ଯାରେ ବିଶ୍ଵ sunday school ଦିବସ ଅନୁଷ୍ଟିତ ।

Koraput Town, Koraput | Nov 2, 2025
କୋରାପୁଟ ସହର...ଆଜି ଦିନ ବାର ଟା ସମୟରେ କୋରାପୁଟ ସଦର ପୋଡ଼ାଗଡ ଜୟଲୁମ ଗିର୍ଯାରେ ବିଶ୍ଵ sunday school ଦିବସ ଅନୁଷ୍ଟିତ । ଏହି କାର୍ଯ୍ୟ କ୍ରମ ଟି sunday school president ସଦରକ khosla ଙ୍କ ତତା ବୋଧନାରେ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପାଳ କ ରେବ ରଶ୍ମି ରଞ୍ଜନ ଲିମା ଯୋଗଦେଇ ଥିଲେ । କାର୍ଯ୍ଯ ପରିଚାଳନା କରିଥିଲେ ଯୁବତୀ ପଲବିନା ଟାକ୍ରୀ ଉପମା କୁଲଦୀପ ଦିପା ବେନିଆ ଥୋମାସ ହିଆଳ ରୁଥ ବେନି ଆ ପ୍ରମୁଖ । ଏହି ଅବସରରେ ଅନେକ ପ୍ରତିଯୋଗିତା ହୋଇ ଥିଲା । ଏଥିରେ କୃତିତ ଛାତ୍ର ଛାତ୍ରୀ ମାନଙ୍କୁ ଉପସ୍ଥିତ ମୁଖ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ।

MORE NEWS