ବୌଦ୍ଧ ସଦର: ହରଭଙ୍ଗା ବ୍ଲକ ଗସ୍ତରେ ଜିଲ୍ଲାପାଳ, ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପ କଲେ ପରିଦର୍ଶନ
Baudh Sadar, Boudh (Bauda) | Sep 8, 2025
ସୋମବାର ଅପରାନ୍ହରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି | ଜିଲ୍ଲାପାଳ ଶ୍ରୀ ନାୟକ...