ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପଥରମୁଣ୍ଡା ଜଗନ୍ନାଥ ମନ୍ଦିର ପରିସରରେ ଅଣସଂଗଠିତ କଳା ଓ ସଂସ୍କୃତି ସଂଘ ଦ୍ଵାରା ଅୟୋଜିତ କଳାକାର ଜୀବନ ବୀମା ପରିଚୟ ପତ୍ର ପ୍ରଦାନ ତଥା ଶିଶିର ମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଭାରତୀୟ ସଂସ୍କୃତି ରେ କଳା ର ମହତ୍ଵ କହିବା ସହ ଲୋକ କଳାକାର ମାନଙ୍କୁ ଜୀବନ ବୀମା ପରିଚୟ ପତ୍ର ପ୍ରଦାନ କଲେ ମାନ୍ୟବର ପାଳଲହଡା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି।