Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ଜୟପୁର: ଗଡ଼ପଡ଼ର ରେ ବିରିପାଣି ଯାତ୍ରା, ସୂଚନା ଦେଲେ ସ୍ଥାନୀୟ ବାସିନ୍ଦା

Jeypore, Koraput | Jun 20, 2026

MORE NEWS

ଜୟପୁରରେ ମୌସୁମୀର ପ୍ରଥମ ବର୍ଷାରେ ଭିଜିଲା ମାଟି, ଦେଖାଦେଲେ ନାଲି ଟୁକୁଟୁକୁ ସାଧବ ବୋହୂ

Jeypore, Koraput | Jun 22, 2026

ଜୟପୁର ସହରର ସମସ୍ତ ବାଇକ୍ ଚାଳକଙ୍କ ପାଇଁ ଖୁସି ଖବର।
#₹#
ଜୟପୁର ଠାରେ ବାଇକ୍ ମାଷ୍ଟର୍ସର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ,  ଆପଣଙ୍କ ବାଇକ୍ ରାସ୍ତାରେ ହଠାତ୍ ଖରାପ ହୋଇଗଲେ ଆଉ ଚିନ୍ତା କରିବାର ଦରକାର ନାହିଁ।ବାଇକ୍ ମାଷ୍ଟର୍ସ ଆପଣଙ୍କ ଗୋଟିଏ କଲ୍‌ରେ ଆପଣଙ୍କ ପାଖକୁ ପହଞ୍ଚି ଗାଡ଼ି ମରାମତି ସେବା ପ୍ରଦାନ କରିବ ବୋଲି ମେନେଜ ସୂଚନା ଦେଇଛନ୍ତି, ଯୋଗାଯୋଗ ଫୋନ  8018839872

ଜୟପୁର ସହରର ସମସ୍ତ ବାଇକ୍ ଚାଳକଙ୍କ ପାଇଁ ଖୁସି ଖବର। #₹# ଜୟପୁର ଠାରେ ବାଇକ୍ ମାଷ୍ଟର୍ସର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ, ଆପଣଙ୍କ ବାଇକ୍ ରାସ୍ତାରେ ହଠାତ୍ ଖରାପ ହୋଇଗଲେ ଆଉ ଚିନ୍ତା କରିବାର ଦରକାର ନାହିଁ।ବାଇକ୍ ମାଷ୍ଟର୍ସ ଆପଣଙ୍କ ଗୋଟିଏ କଲ୍‌ରେ ଆପଣଙ୍କ ପାଖକୁ ପହଞ୍ଚି ଗାଡ଼ି ମରାମତି ସେବା ପ୍ରଦାନ କରିବ ବୋଲି ମେନେଜ ସୂଚନା ଦେଇଛନ୍ତି, ଯୋଗାଯୋଗ ଫୋନ 8018839872

Jeypore, Koraput | Jun 21, 2026

୧୪୩ ଜୟପୁର ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ସଂଶୋଧନ ଏବଂ ଭୋଟର ତାଲିକାକୁ ସ୍ୱଚ୍ଛ ଓ ନିର୍ଭୁଳ କରିବା ପାଇଁ ସରକାରଙ୍କ ଏସଆଆର କାର୍ଯ୍ୟ ଜାରି ରହିଛି। ଭୋଟର ତାଲିକାରେ ନିଜ ନାମ ସୁରକ୍ଷିତ ରଖିବା ସହ ଯେକୌଣସି ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜ ନିଜ ବୁଥକୁ ଯାଇ ବିଏଲଓ ଙ୍କ ନିକଟରେ ଆବଶ୍ୟକ ଫର୍ମ ପୂରଣ କରି ଜମା ଦେବାକୁ ଅନୁରୋଧ କରାଯାଇଛି।ଏନେଇ ଜୟପୁର ଉପଜିଲ୍ଲାପାଳ ଓ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଯଦୁମଣି ନାଏକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି।

ଓଡ଼ିଶା ଅମଲା ସଂଘ ର ପ୍ରତିଷ୍ଠା ଦିବସ ଧୁମ୍ ଧାମରେ ପାଳନ କରିବା ନିମନ୍ତେ ଜୟପୁର ଯାଦବ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, କୈଳାସ ସାମନ୍ତରା ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଖଣ୍ଡିୟ ସମ୍ପାଦକ ଓଡ଼ିଶା ଅମଲା ସଂଘ ଙ୍କ ଆୟୋଜିତ ବୈଠକ ରେ ଶଶୀଭୂଷଣ ଦାଶ୍ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ

କେନ୍ଦ୍ରାପଡ଼ା ଜିଲ୍ଲାର ତିରିଖୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟ ସରପଞ୍ଚ ମହାସଂଘର ଆହ୍ୱାନକ୍ରମେ କୋରାପୁଟ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି,ଦାବିପତ୍ର ସମୟରେ ଜଗନ୍ନାଥ ହନ୍ତାଲ କୋରାପୁଟ ଜିଲ୍ଲା ସମିତି ସଭ୍ୟ ଓ ସଭ୍ୟା ସଭାପତି ବର୍ଷୀଥିଲେ ବିଧାୟକ ଓ ବିଡିଓ ଙ୍କ ଉପରେ,

ଜୟପୁର: ଗଡ଼ପଡ଼ର ରେ ବିରିପାଣି ଯାତ୍ରା, ସୂଚନା ଦେଲେ ସ୍ଥାନୀୟ ବାସିନ୍ଦା - Jeypore News