ନୂଆପଡା: ଆସନ୍ତା ୨୧ତାରିଖରେ ହେବାକୁ ଥିବା ରାଜୁ ଢୋଲକିଆ ଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଦିଲ୍ଲୀ ରେ ନବୀନ ପଟ୍ଟନାୟକ ଙ୍କୁ ନିମନ୍ତ୍ରଣ
ଆଜି ଦିନ ବାରଟା ସମୟରେ ଦିଲ୍ଲୀ ଠାରେ ସ୍ବର୍ଗତ ରାଜୁ ଢୋଲକିଆ ଙ୍କ ଭାଇ ଅତୁଲ ଢୋଲକିଆ ଙ୍କ ଝିଅ ଜ୍ବାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରି ଆସନ୍ତା ୨୧,ତାରିଖରେ ହେବାକୁଥିବା ରାଜୁ ଢୋଲକିଆ ଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଇଁ ନିମନ୍ତ୍ରଣ ଜଣାଇଥିଲେ।ନବୀନ ପଟ୍ଟନାୟକ ମଧ୍ୟ ରାଜୁ ଢୋଲକିଆ ଙ୍କ ଅକଲ ବିୟୋଗ ରେ ଶୋକ ପ୍ରକାଶ କରିଥିଲେ।