ଷ୍ଟେଶନ ପାର୍ସଲ ଅଫିସରେ ରେଲୱେ ପୋଲିସ (GRP) ଚଢାଉ କରିଛି। ଦୁଇଟି ବଡ଼ ବ୍ୟାଗରେ ୫୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ମାଜିଷ୍ଟ୍ରେଟ ବିକାଶ କୁମାର ଭୋଇଙ୍କ ଉପସ୍ଥିତିରେ ଖୋଲିଲା ୨ ସନ୍ଦିଗ୍ଧ ବ୍ୟାଗ। ପୋଲିସ ଆସିବାର ଖବରପାଇ ଚୋରାଚାଲାଣକାରୀମାନେ ପଳାଇଯାଇଥିଳେ। ଗୁରୁବାର ପ୍ରାୟ ୨.୩୦ ଟାରେ ଚଢାଉ କରାଯାଇଥିଲା। ଏନେଇ ଜିଆରପି ଆଇଆଇସି ରେଶମା ଏକ୍କା ପ୍ରତିକ୍ରିୟା ଦେଇଛନ୍ତି।