କମିଶନର, SMC ଆଜି IG ଅଫିସ୍ ଲେନ୍କୁ ଯାଇ ବ୍ରିଜ୍ ତଳେ ଥିବା ଉଠା ଦୋକାନୀ ମାନଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କୁ ନିଜ ଷ୍ଟଲ୍ ଚାରିପାଖରେ ୫ ମିଟର ପରିସରକୁ ପରିଷ୍କାର ରଖିବା, କ୍ୟାରି ବ୍ୟାଗ୍ ବ୍ୟବହାର କରିବା ଓ ଡ଼ଷ୍ଟବିନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି l ଚା ଦୋକାନୀଙ୍କ ସହ କଥା ହୋଇ କାଗଜ କପ୍ ବ୍ୟବହାର ନ କରି, ତାହାର ପରିବର୍ତ୍ତନରେ କୁଲ୍ହଡ୍ କିମ୍ବା ଗ୍ଲାସ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।