ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ପରସ୍ପର ଧକ୍କା ,ଚାରିଜଣ ଦୁର୍ଘଟଣା ଗସ୍ତ
ଶୁକ୍ରବାର ପ୍ରାୟ ୧୦ଟା ବେଳକୁ ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ପରସ୍ପର ଧକ୍କାରେ ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣ ଗୁରୁତର ହୋଇ ନନ୍ଦପୁର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି l