Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ଲକ୍ଷ୍ମୀପୁର: ଶନିବାର ନାରାୟଣପାଟଣା ବ୍ଲକ ଓ ବନ୍ଧୁଗାଁ ବ୍ଲକରେ ବିଦ୍ୟୁତ ମରାମତି ନିମନ୍ତେ ବିଦ୍ୟୁତ ସରବରାହ ବନ୍ଦ ରହିବ

Lakshmipur, Koraput | Jan 16, 2026
ଆସନ୍ତାକାଲି (୧୭.୦୧.୨୦୨୬), ୩୩/୧୧କେଭି ନାରାୟଣପାଟଣା ସବଷ୍ଟେସନର ରକ୍ଷଣାବେକ୍ଷଣ ଯୋଗୁଁ, "ସକାଳ ୦୯:୦୦ ରୁ ଅପରାହ୍ନ ୦୨:୦୦" ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବ। ନାରାୟଣପାଟଣା ବ୍ଲକ ଏବଂ ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ବିଦ୍ୟୁତ୍ ଯୋଗାଣରୁ ବାଧାପ୍ରାପ୍ତ ହେବ। ଏନେଇ ଆଜି ସଂଧ୍ଯା ୫ଟା ସମୟରେ TPSODL ESଠ ବନ୍ଧୁଗାଁ ତରଫରୁ ସୂଚନା।

MORE NEWS

ଲକ୍ଷ୍ମୀପୁର: ଶନିବାର ନାରାୟଣପାଟଣା ବ୍ଲକ ଓ ବନ୍ଧୁଗାଁ ବ୍ଲକରେ ବିଦ୍ୟୁତ ମରାମତି ନିମନ୍ତେ ବିଦ୍ୟୁତ ସରବରାହ ବନ୍ଦ ରହିବ - Lakshmipur News