ଜାନୁଆରୀ ୨୭ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ରଘୁନାଥପାଲ୍ଲୀ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ ଧରାପଡିଵାପରେ, ଦୁଇ ପୀଡିତା, ଜଣେ ମହିଳା ଦଲାଲ ସହ ଦୁଇ ଜଣ ପୁରୁଷ ଦଲାଲଙ୍କୁ ପରୀକ୍ଷା କରିବାକୁ,ରାଉରକେଲା ସରକାରୀ ହସ୍ପିଟାଲକୁ ଅଣାଯାଇଛି ରଘୁନାଥପାଲ୍ଲୀ ପୋଲିସ ଅଧିକ ତଦନ୍ତ ଚଳାଇଛନ୍ତି, ସମ୍ପୂର୍ଣ ତଥ୍ୟରେ ପୋଲିସ ପ୍ରଘଟ କରିବାକୁ ମନା କରିଛନ୍ତି, ତଦନ୍ତରେ ଅସୁବିଧା ହେଵ ବୋଲି କହିଛନ୍ତି