Public App Logo
Jansamasya
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
No video available

ଭଦ୍ରକ ଗ୍ରାମାଞ୍ଚଳ: ସହରରେ ମହରମ ଅବସରରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ

Bhadrak Rural, Bhadrak | Jul 17, 2024
ଭଦ୍ରକ ସହରରେ ମୋହରମ ଅବସରରେ ତାଜିଆ ଶୋଭଯାତ୍ରା। ମୋହରମ ହେଉଛି ମୁସଲମାନ ମାନଙ୍କର ନୂତନ ବର୍ଷ ବା ଇସଲାମିକ ନବବର୍ଷ । ତେଣୁ ଏହାକୁ ମୁସଲିମ ଧର୍ମବଲମ୍ବୀ ମାନେ ବେଶ ଆନନ୍ଦର ସହିତ ପାଳନ କରିଥାନ୍ତି । ଏପରିକି ଭଦ୍ରକ ସହରରେ ଏହି ପର୍ବ ଅବସରରେ ତାଜିଆ ଶୋଭାଯାତ୍ରା ମଧ୍ୟ ବିଭିନ୍ନ ସାହି ବସ୍ତିରୁ ବାହାରିଥାଏ। ଭଦ୍ରକ ସହରର ମୁସଲିମ ଧର୍ମାବଲମ୍ବୀ ମାନେ ବିଭିନ୍ନ ସାହି ଓ ବସ୍ତିରୁ ବାହାରି ତାଜିଆ ଶୋଭାଯାତ୍ରାରେ ମଦିନା ମଇଦାନ ଠାରେ ପହଁଚିବେ ଓ ମଦିନା ମୈଦାନରେ ମୁସଲିମ ଜାମାତ ତରଫରୁ ଧର୍ମସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ସହରରେ ମହରମ ଅବସରରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ - Bhadrak Rural News