ସୋମନାଥ ମନ୍ଦିରକୁ ମହମ୍ମଦ ଗଜନୀ ଦ୍ବାରା ଆକ୍ରମଣ ଏବଂ ଲୁଣ୍ଠନ ର ୧୦୦୦ବର୍ଷ ପୂର୍ତ୍ତି ଏବଂ ମନ୍ଦିର ପୁନଃ ନିର୍ମାଣର ୭୫ବର୍ଷ ପୂରଣ ଏବଂ ଆମର ସଂସ୍କୃତି, ଆସ୍ଥା,ସହନ ଶୀଳତାର ପୁନଃଉଦ୍ଧାର ଓ ନିରନ୍ତର ତାକୁ ର ମନେ ପକେଇବା ପାଇଁ ଆଜି ସମ୍ବଲପୁର ବୃକସ ହିଲ ସ୍ଥିତ ଶିବ ମନ୍ଦିର ରେ ପୂଜାର୍ଚନା, ଓଁ କାର ମନ୍ତ୍ର ଜପ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଛି l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 12 ସମୟରେ ସମ୍ବଲପୁର ର ନାଗରିକ ମାନେ ନିଜ ଇତିହାସ କୁ ମନେ ପକାଇ ବୃକ୍ସହିଲ ଠାରେ ଥିବା ଶିବ ମନ୍ଦିର ରେ ପୂଜାର୍ଚନା କରିଥିଲେ l