ଟିଟିଲାଗଡ: ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘର ତୃତୀୟ ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ସିହିନି ସରପଞ୍ଚ/ ରାଜ୍ୟ କାର୍ଯ୍ୟକାରୀ ସଭାପତି ବିରବର ସାହୁ
ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘର ତୃତୀୟ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ମାନ୍ୟବର ମସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ମାନ୍ୟବର ସାଂସଦ ବ୍ରହ୍ମପୁର ପ୍ରଦୀପ ପାଣିଗ୍ରାହୀ,ମାନ୍ୟବର ଆସିକା ସାଂସଦ ନମିତା ସୁଭଦର୍ଶିନୀ ଓ ମାନ୍ୟବର ବିଧାୟକ ଦିଗପହଣ୍ଡି ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କେମିତି ଓଡିଶା ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କୁ ସୁଦୃଢ଼ କଲେ ଗ୍ରାମାଞ୍ଚଳ ର ବିକାଶ ହେବ ମୋର ବକ୍ତ୍ୟବ ରଖିଥିଲି। ଗଞ୍ଜାମ ଜିଲ୍ଲାର ସଭାପତି ମନୋରଅଞ୍ଜନ ଗୌଡ଼ ଓ ଦକ୍ଷିଣାଞ୍ଚଳ ଯୋନ ସଭାପତି ଭବାନୀ ମଲ୍ଲିକ ଓ ସମସ୍ତ ସରପଞ୍ଚ ବନ୍ଧୁ ମାନଙ୍କୁ