Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

କଣ୍ଟାମାଳ: ନୁଆପାଲି ନିକଟ ଜଙ୍ଗଲରୁ 6 କ୍ବିଣ୍ଟାଲ 900 ଗ୍ରାମ ଗଞ୍ଜେଇ ଜବତ ମାମଲାରେ 3 ଅଭିଯୁକ୍ତକୁ କୋର୍ଟ ଚାଲାଣ

ବୁଧବାର କଣ୍ଟାମାଳ ଥାନା ନୁଆପାଲି ନିକଟ ଜଙ୍ଗଲରୁ 6 କ୍ବିଣ୍ଟାଲ 900 ଗ୍ରାମ ଗଞ୍ଜେଇ ଜବତ ମାମଲାରେ 3 ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି କଣ୍ଟାମାଳ ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ଗତ ତା 2.2.2025 ରିଖ ଦିନ କଣ୍ଟାମାଳ ପୋଲିସ ନୁଆପାଲି ନିକଟ ଜଙ୍ଗଲରୁ 6 କ୍ବିଣ୍ଟାଲ 900 ଗ୍ରାମ ଗଞ୍ଜେଇ ଜବତ କରିଥିଲା l ଗଂଜେଇ କୁ ଜବତ କରାଯାଇ କଣ୍ଟାମାଳ ଥାନାରେ 24/2025 ରେ NDPS ଆକ୍ଟରେ ଏକ ମାମଲା ରୁଜୁ କରା ଯାଇଥିବା ବେଳେ ଅଭିଯୁକ୍ତ ମାନେ ଫେରାର ଥିଲେ l ସେମାନଙ୍କୁ ଗିରଫ କାରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି |

MORE NEWS