ଅନୁଗୋଳ: ସହରରେ ଥିବା ଏକ ଘରୋଇ ବିଦ୍ୟାଳୟର ସଭାଘରେ ହେଉଥିବା ବାର୍ଷିକ ଉତ୍ସବରେ ଯୋଗ ଦେଲେ ଛେଣ୍ଡିପଦା ଓ ଅନୁଗୋଳ ବିଧାୟକ
Anugul, Angul | Nov 13, 2025 ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ଅନୁଗୋଳ ସହରରେ ଥିବା ଏକ ଘରୋଇ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇଥିବା ସୂଚନା ମିଳିଛି।